ସମ୍ବଲପୁର ୧୩|୧୧: ରେଢାଖୋଲ ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ଯାମୁନାଳୀ ଗାଁରେ ଏକ କୂଅରୁ ଦନ୍ତା ହାତୀ ଉଦ୍ଧାର ହୋଇଛି । ରାତିରେ ଗାଁ ନିକଟରେ ବୁଲୁଥିବା ବେଳେ କୂଅରେ ପଡିଯାଇଥିଲା ଦନ୍ତା । ଖବର ପାଇ ବନବିଭାଗ ହାତୀକୁ ଉଦ୍ଧାର କରିଛି । ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ହାତୀଟିକୁ ଛଡାଯାଇଛି । ଗତ ଦୁଇ ଦିନ ତଳେ ୨୦ଟିକିଆ ହାତୀ ପଲ ଜଙ୍ଗଲରୁ ଗାଁରେ ପସିଥିଲେ । ଗାଁରେ ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରିଛନ୍ତି ହାତୀ ପଲ । ଏହି ହାତୀଟି କୌଣସି କାରଣରୁ କୂଅରେ ପଡିଯାଇଥିଲା ।
from News7 https://ift.tt/2PoLO6r
ପରିତ୍ୟକ୍ତ କୂଅରେ ପଡିଗଲା ଦନ୍ତା ହାତୀ ; ଉଦ୍ଧାର କଲା ବନବିଭାଗ
Reviewed by SUBHENDU BARAL
on
November 13, 2018
Rating:
No comments: