Today Panchang 12th may 2023: ଜାଣନ୍ତୁ କେତେବେଳେ ରହିଛି ଶୁଭ ଓ ଅଶୁଭ ସମୟ Chandan Shishu

ସୌର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର

  • ଚନ୍ଦ୍ର – ମକର ରାତ୍ରି ୧୨.୧୮ ଗତେ ବୃଷ
  • ତିଥି – ୭ମୀ ଦିବା ୦୯.୦୬ ଗତେ ୯ମୀ
  • ଘାତ ଚନ୍ଦ୍ର – ସିଂହ ରାତ୍ରି ୧୨.୧୮ ଗତେ ମିଥୁନ, ମୀନ
  • ଘାତ ବାର – ବିଛା, ଧନୁ ଓ ମୀନ

ପୁଷ୍କର ଦୋଷ – ୧ ପାଦ ପଶୁସମ୍ପଦ ନାଶ - ଅନ୍ନଦାନ ଦିବା ୦୯.୦୬ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୫.୧୬ ରୁ ୦୬.୦୭

ପ୍ରାତଃ ୦୬.୫୯ ରୁ ୦୮.୨୯

ଦିବା ୧୨.୦୮ ରୁ ୦୨.୪୩

ଦିବା ୦୪.୨୬ ରୁ ୦୬.୧୦

ରାତ୍ରି ୦୭.୩୮ ରୁ ୦୮.୫୬

ରାତ୍ରି ୦୧.୩୩ ରୁ ୦୩.୪୬

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୬ ରୁ ୧୧.୪୩

କାଳବେଳା – ଦିବା ୧୦.୦୬ ରୁ ୧୧.୪୩

ବାରବେଳା – ଦିବା ୦୮.୨୯ ରୁ ୧୦.୦୬

କାଳରାତ୍ରି – ରାତ୍ରି ୦୮.୫୬ ରୁ ୧୦.୧୯



from Latest Odisha News, Breaking News Today | Top Updates on Corona - OTV News https://ift.tt/keSW6dq
Today Panchang 12th may 2023: ଜାଣନ୍ତୁ କେତେବେଳେ ରହିଛି ଶୁଭ ଓ ଅଶୁଭ ସମୟ Chandan Shishu Today Panchang 12th may 2023: ଜାଣନ୍ତୁ କେତେବେଳେ ରହିଛି ଶୁଭ ଓ ଅଶୁଭ ସମୟ Chandan Shishu Reviewed by SUBHENDU BARAL on May 11, 2023 Rating: 5

No comments:

Powered by Blogger.