ଝାରସୁଗୁଡା ଉପନିର୍ବାଚନ : ପ୍ରଚାର ବେଳେ କ’ଣ କହିଥିଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ? Kanak News

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି ।  ଗୋଟିଏ ଦିନରେ ପ୍ରଚାର କରିିଥିଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ବେଳେ କ’ଣ କହିଥିଲେ ଜାଣନ୍ତୁ ।

– ବିଶ୍ୱର ଏକ ନମ୍ବର ଶିଳ୍ପ ସହର ହେବ: ନବୀନ
– ଦୀପାଳିଙ୍କୁ ବିରୋଧୀ ଆପେକ୍ଷ କରୁଛନ୍ତିି : ନବୀନ
– ବିକାଶ ପାଇଁ ଦୀପାଳି ଆସିଛନ୍ତି: ନବୀନ
– ଓଡ଼ିଶାରେ ଶାସନ କିଏ ଚଳାଉଛି : ଧର୍ମେନ୍ଦ୍ର
– କଳାପାହାଡ଼ ମାନେ ଷଡ଼ଯନ୍ତ୍ର କରୁଛନ୍ତି: ଧର୍ମେନ୍ଦ୍ର
– ଦୀପାଳି ଓ ବିକାଶ ପାଇଁ ସହାନୁଭୂତି ରହିଛି : ଧର୍ମେନ୍ଦ୍ର

ବିଜେଡିର ବାଟ ସଫା ?

– ମହେନ୍ଦ୍ର ନାୟକ, ୨୦୧୯ କଂଗ୍ରେସ ପ୍ରାର୍ଥୀ ଥିଲେ
– ମଙ୍ଗଳ ସାହୁ, ଝାରସୁୁଗୁଡ଼ା ଜିଲ୍ଳା ସଭାପତି ଥିଲେ
– ତ୍ରିନାଥ ଗୋଏଲ୍, ୨୦୨୨୨ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ

ଝାରସୁଗୁଡ଼ା ବନାମ ପଦ୍ମପୁର
– ପଦ୍ମପୁର ପ୍ରସଙ୍ଗ ଭିତିକ ନିର୍ବାଚନ ଥିଲା
– ଝାରସୁୁଗଡ଼ାରେ ଆଇନଶୃଙ୍ଖଳା ଏକ ମାତ୍ର ପ୍ରସଙ୍ଗ
– ପଦ୍ମପୁର: ଜିଲ୍ଳା ଦାବି, କୃଷି ବୀମା, ପାନୀୟ ଜଳ
– ଝାରସୁଗୁଡ଼ା: ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ସୀମିତ
– ପଦ୍ମପୁର: ମହିଳା କାର୍ଡ, ଭାବପ୍ରମଣତା, ବ୍ୟକ୍ତିଗତ ଅକ୍ଷେପ, ଟଙ୍କାବଂଟା, ହିଂସା
– ଝାରସୁଗୁଡ଼ା: ହିଂସା, ଟଙ୍କାବଂଟା ନଥିଲା । ମହିଳା କାର୍ଡ ଓ ଭାବପ୍ରଣତା ରହିଛି

ଧାମନଗର ବନାମ ଝାରସୁୁଗୁଡ଼ା
– ଧାମନଗର: ବିଧାୟକଙ୍କୁ ପୁଅ ପ୍ରାର୍ଥୀ ଥିଲେ
– ଝାରସୁଗୁଡ଼ା: ବିଧାୟକଙ୍କୁ ଝିଅ ପ୍ରାର୍ଥୀ ଅଛନ୍ତି
– ବିଜେପି ସଂଗଠିତ ହୋଇ ନିର୍ବାଚନ ଲଢ଼ିଥିଲା
– ବିଜେଡିର ଉପ-ନିର୍ବାଚନ ବିଜୟ ଧାରାରେ ବେକ୍
– ୨୪ ପୂର୍ବରୁ ଶେଷ ନିର୍ବାଚନ । ଝାରସୁଗୁଡ଼ା ଅଧିକ ଗୁରୁତ୍ୱ ରଖୁଛି ।

The post ଝାରସୁଗୁଡା ଉପନିର୍ବାଚନ : ପ୍ରଚାର ବେଳେ କ’ଣ କହିଥିଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ? first appeared on Kanak News.



from Kanak News https://ift.tt/MHC6f2I https://ift.tt/CxplX0z
ଝାରସୁଗୁଡା ଉପନିର୍ବାଚନ : ପ୍ରଚାର ବେଳେ କ’ଣ କହିଥିଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ? Kanak News ଝାରସୁଗୁଡା ଉପନିର୍ବାଚନ : ପ୍ରଚାର ବେଳେ କ’ଣ କହିଥିଲେ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ? Kanak News Reviewed by SUBHENDU BARAL on May 12, 2023 Rating: 5

No comments:

Powered by Blogger.