ରଜ୍ୟରେ ମୋଟ କରୋନା ଆକ୍ରାନ୍ତ ୧୫୯; କେଉଁ ଜିଲ୍ଲାରେ କେତେ ପଜିଟିଭି ? OTV KHABAR BUREAU

ଗଞ୍ଜାମ: ରାଜ୍ୟରେ ପ୍ରଥମଥର ପାଇଁ ଚିହ୍ନଟ ହେଲେ କରୋନା ରୋଗୀ। ଏଠି ଏକାଥରକେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି।

ତେବେ ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି।

କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ-

ଜିଲ୍ଲା ପଜିଟିଭି କ୍ୟାସ୍‌ ସୁସ୍ଥ ହୋଇଛନ୍ତି ସକ୍ରିୟ ଅଛି ମୃତ୍ୟୁ
ଯାଜପୁର-

 

୪୮ ୦୧ ୪୭ ୦୦
ଖୋର୍ଦ୍ଧା ୪୭ ୩୧ ୧୫ ୦୧
ବାଲେଶ୍ୱର ୨୦ ୦୩ ୧୭ ୦୦
ଭଦ୍ରକ ୧୯ ୦୯ ୧୦ ୦୦
ସୁନ୍ଦରଗଡ଼ ୧୦ ୦୫ ୦୦
ଗଞ୍ଜାମ ୦୨ ୦୦ ୦୨ ୦୦
ବଲାଙ୍ଗିର ୦୨ ୦୦ ୦୨ ୦୦
କେନ୍ଦ୍ରାପଡ଼ା ୦୨ ୦୦ ୦୦
କୋରାପୁଟ ୦୦ ୦୧ ୦୦
ଝାରସୁଗୁଡ଼ା ୦୧ ୦୦ ୦୧ ୦୦
ଦେବଗଡ଼ ୦୧ ୦୦ ୦୧ ୦୦
କେନ୍ଦୁଝର ୦୧ ୦୦ ୦୧ ୦୦
କଳାହାଣ୍ଡି ୦୨ ୦୨ ୦୦ ୦୦
କଟକ ୦୧ ୦୧ ୦୦ ୦୦
ଢେଙ୍କାନାଳ ୦୧ ୦୧ ୦୦ ୦୦
ପୁରୀ ୦୧ ୦୧ ୦୦ ୦୦
ମୋଟ ୧୫୯ ୫୬ ୧୦୨ ୦୧

 



from OTV Khabar. https://ift.tt/2YudoCf
ରଜ୍ୟରେ ମୋଟ କରୋନା ଆକ୍ରାନ୍ତ ୧୫୯; କେଉଁ ଜିଲ୍ଲାରେ କେତେ ପଜିଟିଭି ? OTV KHABAR BUREAU ରଜ୍ୟରେ ମୋଟ କରୋନା ଆକ୍ରାନ୍ତ ୧୫୯; କେଉଁ ଜିଲ୍ଲାରେ କେତେ ପଜିଟିଭି ? OTV KHABAR BUREAU Reviewed by SUBHENDU BARAL on May 02, 2020 Rating: 5

No comments:

Powered by Blogger.