ଆଠଗଡ଼: ଶେଷ ହୋଇଛି ପବିତ୍ର କାର୍ତ୍ତିକ ମାସର ବଡ଼ ଓଷା। ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଗଜ ଭୋଗ ଓ ତରଣ ଭୋଗ।
ବଡ଼ ଓଷା ପାଳନ ସହିତ ହଜାର ହଜାର ଭକ୍ତ ଧବଳେଶ୍ୱର ପୀଠରେ ଏହି ଗଜଭୋଗକୁ ଅପେକ୍ଷା କରିଥାନ୍ତି।
ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି।
from OTV Khabar. https://ift.tt/2Cy1aws
ଧବଳେଶ୍ୱର ପୀଠରେ ଲାଗି ହେଲା ଗଜ ଭୋଗ OTV KHABAR BUREAU
Reviewed by SUBHENDU BARAL
on
November 10, 2019
Rating:
No comments: