ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ Rajalaxmi Sahoo

ଭୁବନେଶ୍ୱର:  ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ନିର୍ଦ୍ଧାରିତ ତାରିଖ ୮ ଥିବାବେଳେ ଏହାପୂର୍ବରୁ ଅର୍ଥାତ୍‌ ଗତକାଲି ବିଧାନସଭାର ବଜେଟ୍ ଅଧିବେଶନ  ଶେଷ ହୋଇଛି।

ଶେଷ ଦିନରେ ୨ଟି ବିଲ୍‌ ପାରିତ ହୋଇଛି।  ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ଗୃହରେ ପାସ୍ ହୋଇଛି।

ବିଶ୍ୱବିଦ୍ୟାଳୟ ଆବଶ୍ୟକ କରୁଥିବା ପ୍ରଶାସନିକ, ଅମଲା ଓ ଅନ୍ୟ ପଦବୀ ନିଜେ ସୃଷ୍ଟି କରିବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି। ବେତନ ବାବଦ ଖର୍ଚ୍ଚ ନିଜସ୍ୱ ପାଣ୍ଠିରୁ ବହନ କରିବ।

ସେହିପରି ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍-୨୦୧୯ ବିଧାନସଭାରେ ପାରିତ ହୋଇଛି।



from OTV Khabar. https://ift.tt/2MDClFM
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ Rajalaxmi Sahoo ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ୍ ଅଧିବେଶନ Rajalaxmi Sahoo Reviewed by SUBHENDU BARAL on August 03, 2019 Rating: 5

No comments:

Powered by Blogger.