ଆସାମରେ ବନ୍ୟା ସ୍ଥିତି ଗମ୍ଭୀର । ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ପାଣିଘେରରେ ୫ଶହ ଗାଁ, ଉଦ୍ଧାରକାର୍ଯ୍ୟରେ ସେନା, NDRF ଓ SDRF । Kanak News

କନକ ବ୍ୟୁରୋ : ଆସାମରେ ବନ୍ୟା ସ୍ଥିତି ଏବେ ଭୟଙ୍କର ରୂପ ନେଇଛି । ରାଜ୍ୟର ପ୍ରାୟ ୫ ଶହ ଗ୍ରାମ ସଂପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ରାଜ୍ୟର ୩୩ଜିଲ୍ଲାରୁ ୨୧ ଜିଲ୍ଲାରେ ପ୍ରାୟ ୮.୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସମସ୍ତ ନଦୀରେ ଜଳସ୍ତର ବିପଦସଙ୍କେତ ଟପି ପ୍ରବାହିତ ହେଉଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମ୍ଏ)ର ଏକ ରିପୋର୍ଟ ଅନୁଯାୟୀ ୨୧ ଜିଲ୍ଲାର ୧୫୫୬ ଗ୍ରାମରେ ୮.୬୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

from Kanak News https://ift.tt/2lgCqTX https://ift.tt/2XQ20wG
No comments: