ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା ! ଖୁବଶୀଘ୍ର ନୌସେନାରେ ସାମିଲ ହେବାକୁ ଯାଉଛି ୧୦୦ ହେବିୱେଟ୍ ଟାରପିଡୋ ମିସାଇଲ୍ । Kanak News

ଭାରତୀୟ ନୌସେନାର ଶକ୍ତିକୁ ଦ୍ୱିଗୁଣ ବଢାଇବା ପାଇଁ ରକ୍ଷା ମନ୍ତ୍ରାଳୟ ତରଫରୁ ୧୦୦ ହେବିୱେଟ୍ ଟାରପିଡୋ ମିସାଇଲ୍ କିଣିବା ପାଇଁ ୨୦୦୦ କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଛି । ଯାହା ମୁମ୍ବାଇ ସ୍ଥିତ ମଝଗାଓଁ ଡାକୟାର୍ଡରେ ପ୍ରସ୍ତୁତ ହେଉଥିବା ନୌସେନାର ୬ ସ୍କାର୍ପିନ୍ ଶ୍ରେଣୀର ପନଡୁବିଓଁରେ ରଖାଯିବ । ଏନେଇ ନ୍ୟୁଜ୍ ଏଜେନ୍ସୀ ଏଏନଆଇ ତରଫରୁ କୁହାଯାଇଥିଲା ଯେ ୧୦ ଦିନ ପୂର୍ବରୁ ୧୦୦ ହେବିୱେଟ୍ ଟାରପିଡୋ ପାଇଁ ଟେଣ୍ଡର ଜାରି କରାଯାଇଥିଲା । ଫ୍ରାନ୍ସର ଏହି ମିସାଇଲ୍ ଭାରତର ମଜଗନ୍ ଡାକୟାର୍ଡସ୍ ଲିମିଟେଡ୍ ରେ ପ୍ରସ୍ତୁତ କରାଯାଉଛି । ଯାହାକୁ କଲବାରୀ କ୍ଲାସର ନାଁ ଦିଆଯାଇଛି । ଏହାର ପ୍ରଥମ ସବମରିନ୍ କୁ ନୌସେନାର ସାମିଲ କରାଯାଇଛି ଯାହା ଏ ପର୍ଯ୍ୟନ୍ତ ଅପରେସନ୍ ମୁଡରେ ରହିଛି ।

ଡିଆରଡିଓ ପନଡୁବିଓଁ ଏବଂ ଅନ୍ୟ ଜାହାଜ ପାଇଁ ନିଜର ହାଲୁକା ଟାରପିଡୋର ଆଗାମୀ ସଂସ୍କରଣରେ ହେବିୱେଟ୍ ଟାରପିଡୋର ବ୍ୟବହାର କରିବାର ପ୍ରୟାସରେ ଅଛି ।



from Kanak News https://ift.tt/2M1k70e https://ift.tt/2XFzP8q
ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା ! ଖୁବଶୀଘ୍ର ନୌସେନାରେ ସାମିଲ ହେବାକୁ ଯାଉଛି ୧୦୦ ହେବିୱେଟ୍ ଟାରପିଡୋ ମିସାଇଲ୍ । Kanak News ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା ! ଖୁବଶୀଘ୍ର ନୌସେନାରେ ସାମିଲ ହେବାକୁ ଯାଉଛି ୧୦୦ ହେବିୱେଟ୍ ଟାରପିଡୋ ମିସାଇଲ୍ । Kanak News Reviewed by SUBHENDU BARAL on July 15, 2019 Rating: 5

No comments:

Powered by Blogger.