ଶ୍ରୀମନ୍ଦିରକୁ ବି ପ୍ରଭାବିତ କରିଛି ଫୋନି ! ରୋଷ ଘରେ ଘଟିଲା ଅଘଟଣ : ହୁଣ୍ଡିରୁ ମିଳିଲା ମାତ୍ର ୭୯୯ ଟଙ୍କା Kanak News
କନକ ବ୍ୟୁରୋ : ବାହାରେ ‘ଫନି’ ପ୍ରଳୟ ଚାଲିଥିଲା, ହେଲେ ଶ୍ରୀମନ୍ଦିର ରୋଷ ଘରେ ଚାଲିଥିଲା ରୋଷେଇ। ମହାପ୍ରଭୁଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହେଉଥିଲା। ହେଲେ ଦିନ ପ୍ରାୟ ୧୧ଟା ବେଳକୁ ହଠାତ୍ ମାଡ଼ି ଆସିଲା ପବନ। ତୀବ୍ର ବେଗରେ ପବନ ସହ ବର୍ଷାପାଣି ସିଧା ପଡ଼ିଲା ଗରମ ଘିଅ ଉପରେ। ଗରମ ଘିଅରେ ପାଣି ପଡ଼ିବାରୁ ତାହା ହୁତୁହୁତୁ ହୋଇ ଜଳିଥିଲା। ଏଥିରେ ଜଣେ ସୁଆରଙ୍କ ହାତ ଜଳି ଯାଇଥିବା ଜଣାପଡ଼ିଛି।
from Kanak News http://bit.ly/2LrvNLq http://bit.ly/2Wl83cV
ଶ୍ରୀମନ୍ଦିରକୁ ବି ପ୍ରଭାବିତ କରିଛି ଫୋନି ! ରୋଷ ଘରେ ଘଟିଲା ଅଘଟଣ : ହୁଣ୍ଡିରୁ ମିଳିଲା ମାତ୍ର ୭୯୯ ଟଙ୍କା Kanak News
Reviewed by SUBHENDU BARAL
on
May 06, 2019
Rating:
No comments: