କନକ ବ୍ୟୁରୋ: ଭୋଟ ଦେଉଛି ଓଡ଼ିଶା । ନେତା ବାଛୁଛନ୍ତି ଜନତା । କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଲକ୍ଷ୍ମୀପୁର ବିଧାନସଭା ଆସନରେ ଚାଲିଛି ଜୋରଦାର ଲଢ଼େଇ । ନୂଆ ମୁହଁ ସହ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି-ବିଜେପି । କଂଗ୍ରେସର ଭରସା ପୁରୁଣା ସିପାହୀ । ୨୦୦୦ ପରଠାରୁ ଉପନିର୍ବାଚନକୁ ମିଶାଇ ମୋଟ ୫ଥର ନିର୍ବାଚନ ହୋଇଛି । ଯେଉଁଥିରେ ବିଜେଡି ୨ଥର, କଂଗ୍ରେସ ୩ ଥର ମାରିଛି ବାଜି । ଏଯାଏଁ ଖାତା ଖୋଲିପାରିନାହିଁ ବିଜେପି ।
୨୦୧୯ର ଲଢେଇ
ବିଜେଡି: ପ୍ରଭୁ ଜାନୀ
କଂଗ୍ରେସ: କୈଳାସ କୁଲସେକା
ବିଜେପି: କୁମୁଦ ସାଉନ୍ତା
ମୁହାଁମୁହିଁ ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ କୈଳାସ କୁଲସେକା ବିଧାୟକ ଅଛନ୍ତି
– ବିଜେପି ପ୍ରାର୍ଥୀ କୁମୁଦ ସାଉନ୍ତା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ
– କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ପ୍ରାର୍ଥୀ କରିଛି ବିଜେଡି
– କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ
– ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
– ହେମା ଗମାଙ୍ଗ ବିଜେଡି ଛାଡିବା ପରେ ପ୍ରଭୁଙ୍କୁ ଟିକେଟ୍ ମିଳିଛି
୨୦୧୯-କଂଗ୍ରେସ: କୈଳାସ କୁଲସେକା
– ୨୦୧୪ ରେ ବିଧାୟକ ଅଛନ୍ତି
– ୨୨ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି
– ଯୁବ ନେତା ଏବଂ ଲୋକପ୍ରିୟତା ରହିଛି
୨୦୧୯–ବିଜେପି: କୁମୁଦ ସାଉନ୍ତା
– ବିଧାନସଭା ନିର୍ବାଚନ ପାଇଁ ବିଜେପିର ନୂଆ ମୁହଁ
– ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ, ସମିତି ସଭ୍ୟ ଅଛନ୍ତି
– ନିର୍ବାଚନୀ ଅଭିଜ୍ଞତା ରହିଛି
ମୈଦାନରେ ମହିଳା ପ୍ରାର୍ଥୀ
– ମହିଳା ପ୍ରାର୍ଥୀ ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
– ଲଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ ଏବଂ ନାରାୟଣପାଟଣାକୁ ନେଇ ଲଷ୍ମୀପୁର ନିର୍ବାଚନ ମଣ୍ଡଳୀ ଗଠିତ ।
ଲଷ୍ମୀପୁର ବିଧାନସଭା ଆସନ
– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ୨୦୧୪ରେ ବିଜେଡି, କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ବଦଳିଥିଲେ
– ବିଜେଡିର ୨୦୧୪ ପ୍ରାର୍ଥୀ ହେମା ଗମାଙ୍ଗ ଦଳ ଛାଡିଛନ୍ତି
– ଇତିହାସ କହୁଛି, ଲଷ୍ମୀପୁରରେ ୫ ବର୍ଷରେ ଶାସକ ଦଳ ବଦଳୁଛି
୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୫ ହଜାର ୧୧୬
– ମତ ଦେଇଥିଲେ – ୧ ଲକ୍ଷ ୧୯ ହଜାର ୯୩୯
– ଭୋଟଦାନ ହାର – ୭୭.୩୨%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ହେମା ଗମାଙ୍ଗ ବିଜେଡି ୩୦୯୫୬ ୨୫.୮୧% ପରାସ୍ତ
କୈଳାସ ଚନ୍ଦ୍ର କୁଲସେକା କଂଗ୍ରେସ ୫୩୪୨୯ ୪୪.୫୫% ବିଜୟୀ
ଶିବ ମୁଦୁଲି ବିଜେପି ୯୫୨୩ ୭.୯୪% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ହେମା ଗମାଙ୍ଗ
ଦଳ – ବିଜେଡି
ଭୋଟ – ୩୦୯୫୬
ପ୍ରତିଶତ – ୨୫.୮୧%
ଫଳାଫଳ – ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଶିବ ମୁଦୁଲି
ଦଳ – ବିଜେପି
ଭୋଟ – ୯୫୨୩
ପ୍ରତିଶତ – ୭.୯୪%
ଫଳାଫଳ – ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କୈଳାସ ଚନ୍ଦ୍ର କୁଲସେକା
ଦଳ – କଂଗ୍ରେସ
ଭୋଟ – ୫୩୪୨୯
ପ୍ରତିଶତ – ୪୪.୫୫%
ଫଳାଫଳ – ବିଜୟୀ
କିଏ ମାରିଥିଲା ବାଜି?
– କଂଗ୍ରେସର କୈଳାସ ଚନ୍ଦ୍ର କୁଲସେକା ଜିତିଥିଲେ
– ୫୩ ହଜାର ୪୨୯ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ହେମା ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
– ୨୨ ହଜାର ୪୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୪୪ ହଜାର ୪୧୪
– ମତ ଦେଇଥିଲେ – ୭୭ ହଜାର ୨୮୪
– ଭୋଟଦାନ ହାର –
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଝିନ୍ନ ହିକକା ବିଜେଡି ୨୫୦୯୫ ୩୨.୪୭% ବିଜୟୀ
ହେମା ଗମାଙ୍ଗ କଂଗ୍ରେସ ୨୧୬୮୯ ୨୮.୦୬% ପରାସ୍ତ
ଗୋପିନାଥ କୋଦତାସିଆ ବିଜେପି ୫୦୭୮ ୯.୮୦% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଝିନ୍ନ ହିକକା
ଦଳ – ବିଜେଡି
ଭୋଟ – ୨୫୦୯୫
ପ୍ରତିଶତ – ୩୨.୪୭%
ଫଳାଫଳ – ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଗୋପିନାଥ କୋଦତାସିଆ
ଦଳ – ବିଜେପି
ଭୋଟ – ୫୦୭୮
ପ୍ରତିଶତ – ୯.୮୦%
ଫଳାଫଳ – ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ହେମା ଗମାଙ୍ଗ
ଦଳ – କଂଗ୍ରେସ
ଭୋଟ – ୨୧୬୮୯
ପ୍ରତିଶତ – ୨୮.୦୬%
ଫଳାଫଳ – ପରାସ୍ତ
କିଏ ମାରିଥିଲା ବାଜି?
– ବିଜେଡିର ଝିନ୍ନ ହିକକା ବିଜୟୀ ହୋଇଥିଲେ
– ୨୫ ହଜାର ୦୯୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ହେମା ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
– ୩ ହଜାର ୪୦୬ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀଙ୍କ ସମେତ ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
– ୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲା
– ଝିନ୍ନ ହିକକାଙ୍କ ସ୍ଥାନରେ ହେମା ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି
– ଗୋପିନାଥଙ୍କ ବଦଳରେ ଶିବ ମୁଦୁଲିଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
– ହେମା ଗମାଙ୍ଗଙ୍କ ସ୍ଥାନରେ କଂଗ୍ରେସ, କୈଳାସ ଚନ୍ଦ୍ର କୁଲସେକାଙ୍କୁ ପ୍ରାର୍ଥୀ କରିଥିଲା
from Kanak News http://bit.ly/2UbUA5c http://bit.ly/2Z1oI6N
No comments: