୭ ଲୋକସଭା ଓ ୨୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା: ଜାଣନ୍ତୁ ଆପଣଙ୍କ ଅଂଚଳରୁ ଲଢିବେ କିଏ? Kanak News
କନକ ବ୍ୟୁରୋ: ୭ ଲୋକସଭା ଏବଂ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା । ପୁରୀରୁ ସତ୍ୟପ୍ରକାଶ ନାୟକଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟପଟେ କେନ୍ଦୁଝରରୁ ଫକିର ମୋହନ ନାୟକଙ୍କୁ ଦଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ସେହିଭଳି ଭଦ୍ରକରୁ ମଧୁସ୍ମିତା ସେଠୀ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ ଏବଂ ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ ।
INC COMMUNIQUE
Announcement of candidates for ensuing elections to Legislative Assembly of Odisha. pic.twitter.com/Loscb2H6G5
— INC Sandesh (@INCSandesh) March 29, 2019
ସେହିପରି ୨୦ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ
ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ
ପାଟଣା-ଶ୍ରୀ ଗୋପେଶ୍ୱର ନାୟକ
ଯଶିପୁର- ମହେନ୍ଦ୍ର ନାୟକ
ଉଦଳା- ବେଣୁଧର ମହାପାତ୍ର
ବାରିପଦା-ଦଶରଥ ସିଂହ
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା-ବିଜୟ ନାୟକ
ରେମୁଣା- ପ୍ରତାପ ସେଠୀ
ବାସୁଦେବପୁର-ଅଶୋକ କୁମାର ଦାସ
ଧାମନଗର-ବିଦ୍ୟାଧର ଜେନା
ବିଝାଂରପୁର-ମନୋରଂଜନ ଦାସ
ବରି-ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ- ଜସସ୍ୱିନୀ ରାଉତ
ନିଆଳି- ମମତା ଭୋଇ
ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ
ପାଟକୁରା- ଜୟନ୍ତ ମହାନ୍ତି
ତିର୍ତୋଲ- ବିଭୁପ୍ରସାଦ ତରାଇ
ପୁରୀ-ଅରୋ ପ୍ରସାଦ ମିଶ୍ର
ନୟାଗଡ-ମନୋଜ କୁମାର ସାହୁ
from Kanak News https://ift.tt/2JYb7to https://ift.tt/2UlI0nS
No comments: