କଳାହାଣ୍ଡି ୨୯|୩ : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର । ମଦନପୁର ରାମପୁର ବ୍ଲକ ବାରବନ୍ଦା ବେଲଗାଁର ବିଭିନ୍ନ ସ୍ଥାନରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଭୋଟ ବର୍ଜନ କୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କୁ ପ୍ରଜାକୋର୍ଟରେ ହିସାବ ମାଗିବାକୁ ସାଧାରଣ ଲୋକଙ୍କୁ ଆହ୍ବାନ ଦିଆଯାଇଛି । ବ୍ୟାନରରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ ଡିଭିଜନ ନାମ ଉଲ୍ଲେଖ ରହିଛି ।
from News7 https://ift.tt/2UgstWx
କଳାହାଣ୍ଡିରେ ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର
Reviewed by SUBHENDU BARAL
on
March 29, 2019
Rating:
No comments: