ବିଶାଖାପାଟଣା: ୟାରାଡ଼ା ବିଚ୍ରେ ବୁଡ଼ିଯାଇଥିବା ୭ଜଣ ଛାତ୍ରଙ୍କ ଏବେ ମଧ୍ୟ ପତ୍ତା ମିଳୁନି।
ବିଶାଖାପାଟଣା ନିକଟସ୍ଥ ଏକ ସ୍କିଲ୍ ସେଣ୍ଟର୍ର ୧୦ ଜଣ ଛାତ୍ର ଗତକାଲି ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ।
ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ବେଳେ ୭ ଜଣ ନିଖୋଜ ଅଛନ୍ତି।
ସେମାନେ ପିକ୍ନିକ୍ ଆସିଥିବାବେଳେ ଏହି ଘଟଣା ଘଟିଥିଲା। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନୌସେନା ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
from OTV Khabar https://ift.tt/2DAheAj
ସମୁଦ୍ରରେ ବୁଡ଼ିଗଲେ ୧୦ ଛାତ୍ର, ୩ ଉଦ୍ଧାର OTV KHABAR BUREAU
Reviewed by SUBHENDU BARAL
on
November 12, 2018
Rating:
No comments: