ଦାନ୍ତ ଆକ୍ରମଣରୁ ଲଙ୍କାକାଣ୍ଡ; ପ୍ରତିବାଦରେ ଫରେଷ୍ଟ ରେଞ୍ଜ ଅଫିସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକେ

ଢେଙ୍କାନାଳ ୧୭/୧୦ : ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ପରେ ଉତ୍ୟକ୍ତ ହୋଇପଡିଛନ୍ତି ଲୋକେ | ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗାଁତିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ରେଞ୍ଜରେ | ଗତ ରାତିରେ ଦନ୍ତା ହାତୀ ଆକ୍ରମଣରେ ଷଡ଼ଙ୍ଗୀ ଗାଁର କୃଷ୍ଣ ପ୍ରସାଦ ନାମକ ଜଣେ ବ୍ୟକ୍ତି ପରାଣ ହରାଇଛନ୍ତି | ପ୍ରତିବାଦରେ ଉତ୍ୟକ୍ତ ଲୋକେ ଫରେଷ୍ଟ ରେଞ୍ଜ ଅଫିସରେ ପଶି ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି |



from News7 https://ift.tt/2yIrBxe
ଦାନ୍ତ ଆକ୍ରମଣରୁ ଲଙ୍କାକାଣ୍ଡ; ପ୍ରତିବାଦରେ ଫରେଷ୍ଟ ରେଞ୍ଜ ଅଫିସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକେ ଦାନ୍ତ ଆକ୍ରମଣରୁ ଲଙ୍କାକାଣ୍ଡ; ପ୍ରତିବାଦରେ ଫରେଷ୍ଟ ରେଞ୍ଜ ଅଫିସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକେ Reviewed by SUBHENDU BARAL on October 17, 2018 Rating: 5

No comments:

Powered by Blogger.