ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : କିଆକଟା ଛକରେ କାରକୁ ପିଟିଲା ଯାତ୍ରୀବାହୀ ବସ; ୨ ମୃତ Kanak News

କନକ ବ୍ୟୁରୋ : ବୌଦ୍ଧ କିଆକଟା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛିଡା ହୋଇଥିବା ଇନୋଭା ଗାଡିକୁ ପିଟିଲା ଯାତ୍ରୀବାହୀ ବସ୍ । ଇନୋଭାରେ ଥିବା ୨ ଯାତ୍ରୀ ଘଟଣା ସ୍ଥଳରେ ମୃତ । ୩୦ ଜଣ ଯାତ୍ରୀ ଆହତ । ୬ ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ।

୨୪ ଜଣଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ ଟି ବୁର୍ଲାରୁ ବ୍ରହ୍ମପୁର ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଇନୋଭା ଗାଡିକୁ ଧକ୍କା ଦେବା ପରେ ବସ୍ ଟି ରାଜପଥରେ ଓଲଟି ପଡିଥିଲା ।



from Kanak News https://ift.tt/2TQwXBb https://ift.tt/3mLkRGi
ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : କିଆକଟା ଛକରେ କାରକୁ ପିଟିଲା ଯାତ୍ରୀବାହୀ ବସ; ୨ ମୃତ Kanak News ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : କିଆକଟା ଛକରେ କାରକୁ ପିଟିଲା ଯାତ୍ରୀବାହୀ ବସ; ୨ ମୃତ Kanak News Reviewed by SUBHENDU BARAL on November 01, 2020 Rating: 5

No comments:

Powered by Blogger.