ପ୍ରକାଶ ପାଇଲା OTET ରେଜଲ୍ଟ OTV KHABAR BUREAU

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ OTETର ରେଜଲ୍ଟ ଗତକାଲି ପ୍ରକାଶ ପାଇଛି। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ଅଛି।

ପ୍ରଥମେ ଜାନୁଆରୀ ୧୬ରେ ଅଫ୍‌ଲାଇନ୍‌ରେ ପରୀକ୍ଷା ହୋଇଥିଲା। ତେବ ପ୍ରଶ୍ନପତ୍ର ଲିକ୍ କାରଣରୁ ଏହି ପରୀକ୍ଷା ଫଳ ବାତିଲ କରାଯାଇଥିଲା।

ଏହା ପରେ ଅଗଷ୍ଟ ୫ରୁ ୧୮ ତାରିଖ ଯାଏ ଅନ୍‌ଲାଇନ୍‌ରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ Answer Keyରେ ଭୁଲ୍ ପ୍ରକାଶ ପାଇବାରୁ ବିଭ୍ରାଟ ହୋଇଥିଲା। ଏନେଇ ବୋର୍ଡ ଅଫିସ ମଧ୍ୟ ଘେରାଉ ହୋଇଥିଲ।



from OTV Khabar. https://ift.tt/37s8HeA
ପ୍ରକାଶ ପାଇଲା OTET ରେଜଲ୍ଟ OTV KHABAR BUREAU ପ୍ରକାଶ ପାଇଲା OTET ରେଜଲ୍ଟ OTV KHABAR BUREAU Reviewed by SUBHENDU BARAL on November 21, 2019 Rating: 5

No comments:

Powered by Blogger.