ଭୂମିକମ୍ପ ଅନୁଭୂତ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୩ OTV KHABAR BUREAU

earthquake

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ଥିଲା। ମହାରାଷ୍ଟ୍ରର ପାଲ୍‌ଘର ଜିଲ୍ଲାରେ ସକାଳ ୧୧ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।

ମୁମ୍ବାଇର କିଛି ସ୍ଥାନରେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି।

ତେବେ ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ସମ୍ପର୍କରେ ମଧ୍ୟରେ କିଛି ଜଣାପଡ଼ିନାହିଁ।



from OTV Khabar https://ift.tt/2NzqR4f
ଭୂମିକମ୍ପ ଅନୁଭୂତ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୩ OTV KHABAR BUREAU ଭୂମିକମ୍ପ ଅନୁଭୂତ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୩ OTV KHABAR BUREAU Reviewed by SUBHENDU BARAL on March 01, 2019 Rating: 5

No comments:

Powered by Blogger.